Jump to content

ଦୁରଧିଗମ

ଉଇକିଅଭିଧାନ‌ରୁ

ଦୁରଧିଗମ

ଉଚ୍ଚାରଣ

[ସମ୍ପାଦନା]
(ଦୁରଧିଗମା—ସ୍ତ୍ରୀ) 

(ଦୁରଧିଗମତା—ବି)

ସଂସ୍କୃତ - ବିଶେଷଣ - (ଦୁର+ଅଧି+ଗମ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଦୁଷ୍ପ୍ରପ୍ୟ; ଦୁର୍ଲଭ — ୧. Difficult of attainment; care.
୨. ଦୁର୍ଗମ; ଦୁଷ୍ପ୍ରବେଶ — ୨. Inaccessible.
୩. ଦୁଜ୍ଞେୟ —୩. Difficult to be know; incomprehensible; hard to be studied.