ଦୁରନ୍ତ
ଦେଖଣା
ଦୁରନ୍ତ
ଉଚ୍ଚାରଣ
[ସମ୍ପାଦନା](ଦୁରନ୍ତା—ସ୍ତ୍ରୀ)
(ଦୁରନ୍ତତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୁର୍+ଅନ୍ତ=ଶେଷ)
[ସମ୍ପାଦନା]- ୧. ଦୁର୍ଦ୍ଦାନ୍ତ; ଦୁର୍ଦ୍ଦମନୀୟ — ୧. invincible; unmanageable.
- ୨. ଦୁଷ୍ଟ; ଦୁର୍ବୃତ୍ତ —୨. Wicked; naughty.
- ୩. ଅବାଧ୍ୟ —୩. Insubordinate; unruly.
- ୪. ଦୁର୍ଗମ —୪. Incomprehensible.
- ୫. ଦୁର୍ଜ୍ଞେୟ —୫. Knowable with difficulty.
- ୬. ଦୁରତିକ୍ରମଣୀୟ; ଦୁର୍ଲଂଘ୍ୟ —୬. Impassable.
- ୭. ଅତି ଗଭୀର —୭. Very deep.
- ୮. ଅପାର; ଅସୀମ —୮. Boundless; shoreless.
- ୯. ପ୍ରଚଣ୍ଡ; ଭୀଷଣ (ହିନ୍ଦୀ - ଶବ୍ଦସାଗର) — ୯. Frightful; violent; fierce.
- ୧. ଅଶୁଭ; ଯାହାର ପରିଣାମ ମନ୍ଦ (ହିନ୍ଦୀ - ଶବ୍ଦସାଗର) — ୧୦. Evil; ominous.
- ୧୧. କୁତ୍ସିତ (ହିନ୍ଦୀ - ଶବ୍ଦସାଗର) —୧୧. Ugly; nasty.