Jump to content

ଦୁରନ୍ଧର

ଉଇକିଅଭିଧାନ‌ରୁ

ଦୁରନ୍ଧର

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ଦୁରନ୍ତ) ଦୁରନ୍ତ; ଉତ୍କଟ — Fierce; abnormal; excessive.
୨. (ସଂସ୍କୃତ - ଧୁରନ୍ଧର) ଧୁରନ୍ଧର; ପରାକ୍ରମୀ; ବଳବାନ୍ — ୨. Strong; valiant; mighty.
୩. କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ — ୩. Ready to do work.
୪. ପଟୁ —୪. Skilful; expert.