Jump to content

ଦୁରବଗମ

ଉଇକିଅଭିଧାନ‌ରୁ

ଦୁରବଗମ

ଉଚ୍ଚାରଣ

[ସମ୍ପାଦନା]
(ଦୁରବଗମା—ସ୍ତ୍ରୀ) 

(ଦୁରବଗମତା—ବି)

ସଂସ୍କୃତ - ବିଶେଷଣ - (ଦୁର+ଅବଗମ=ଜ୍ଞାନ)

[ସମ୍ପାଦନା]

ଦୁର୍ବୋଧ୍ୟ; ଦୁର୍ଜ୍ଞେୟ — Difficult to understand; incom prehensible; unknowable.