ଦୁରବଗାହ
ଦେଖଣା
ଦୁରବଗାହ
ଉଚ୍ଚାରଣ
[ସମ୍ପାଦନା](ଦୁରବଗାହା—ସ୍ତ୍ରୀ)
(ଦୁରବଗାହତା—ବି)
ସଂସ୍କୃତ - ବିଶେଷଣ - (ଦୁର୍+ଅବଗହ)
[ସମ୍ପାଦନା]- ୧. ଦୁରଧିଗମ୍ୟ; ଦୁର୍ଜ୍ଞେୟ — ୧. Incomprehensible.
- ୨. ଦୃଷ୍ପ୍ରବେଶ୍ୟ —୨. Inaccessable.
- ୩. (ଗଭୀରତା ବା ଜଳଜନ୍ତୁ ଭୟ ଯୋଗୁଁ) ଯେଉଁ ଜଳାଶୟରେ ଅତି କଷ୍ଟରେ ସ୍ନାନ କରାଯାଇ ପାରେ — ୩. Difficult to be used for bathing purposes.