ଦୁରାକାଂକ୍ଷା
ଦେଖଣା
ଦୁରାକାଂକ୍ଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ଆକାଂକ୍ଷା)
[ସମ୍ପାଦନା]- ୧. ନିନ୍ଦିତ ବାସନା — ୧. Evil desires.
- ୨. ଯେଉଁ ବାସନାର ନିବୃତ୍ତି ନାହିଁ — ୨. Insatiable desire.
- ୩. ଦୁର୍ଲଭ ବସ୍ତୁପାଇଁ ଇଚ୍ଛା; ଦୁରାଶା —୩. Desire for things which cannot be attained; inordinate desire.
- ୪. ଅତିରିକ୍ତ ଉଚ୍ଚ ଆଶା —୪. Ambition.
ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଦୁରାକାଂକ୍ଷର ସ୍ତ୍ରୀଲିଙ୍ଗ — The feminine of Durākāṅksha.