Jump to content

ଦୁରାକାଂକ୍ଷୀ

ଉଇକିଅଭିଧାନ‌ରୁ

ଦୁରାକାଂକ୍ଷୀ

ଉଚ୍ଚାରଣ

[ସମ୍ପାଦନା]
(ଦୁରାକାଂକ୍ଷିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଦୁରାକାଂକ୍ଷା+ଇନ୍. ୧ ମା. ୧ବ.)

[ସମ୍ପାଦନା]
୧. ଯାହାର ଆକାଂକ୍ଷା ବା ବସନାର ନିବୃତ୍ତି ନାହିଁ; ଦୁରାଶାଯୁକ୍ତ (ବ୍ୟକ୍ତି) — ୧. Ambitious.
୨. ଦୁରଭିଳାଷୀ —୨. Of evil desire.
୩. ଅତି ଲୋଭୀ —୩. Covetous.