ଦୁରାଚର
(ଦୁରାଚରଣୀୟ—ଅନ୍ୟରୂପ)
(ଦୁରାଚରତା—ବି)
ଯାହା ଅତି କଷ୍ଟରେ ଅନୁଷ୍ଠିତ ହୁଏ; ଦୁଚ୍ଛସାଧ୍ୟ —Performable with great difficulty.