ଦୁରାଚାର
ଦେଖଣା
ଦୁରାଚାର
ଉଚ୍ଚାରଣ
[ସମ୍ପାଦନା](ଦୁରାଚାରା—ସ୍ତ୍ରୀ)
(ଦୁରାଚାରତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ଆଚାର)
[ସମ୍ପାଦନା]- ୧. କୁତ୍ସିତ ଆଚରଣ; ମନ୍ଦ ଆଚରଣ —୧. Evil conduct; profligacy.
- ୨. କଦାଚାର; କୁବ୍ୟବହାର — ୨. Bad behaviour; depravity.
- ୩. ମନ୍ଦ ଅଭ୍ୟାସ —୩. Bad habit.
ବିଶେଷଣ -
[ସମ୍ପାଦନା]ଦୁରାଚାରୀ (ଦେଖ) - Durāchārī (See)