Jump to content

ଦୁରାତ୍ମା

ଉଇକିଅଭିଧାନ‌ରୁ

ଦୁରାତ୍ମା

ଉଚ୍ଚାରଣ

[ସମ୍ପାଦନା]

(ଦୁରାତ୍ମତା—ବି)

ସଂସ୍କୃତ - ବିଶେଷଣ - (ବହୁବ୍ରିହି; ଦୁର୍+ଆତ୍ମନ୍)

[ସମ୍ପାଦନା]
୧. ପାପାତ୍ମା — ୧. Sinful; profligate; depraved; evil-minded.
୨. ନିଷ୍ଠୁର; ନିର୍ଦ୍ଦୟ —୨. Cruel.
୩. ନୀଚମନା —୩. Mean; base.
୪. ଦୁଷ୍ଟ; ଦୁର୍ବୃତ୍ତ —୪. Wicked.
୫. ଅତ୍ୟାଚାରୀ —୫. Oppressive; tyrannical.