Jump to content

ଦୁରାଧାର

ଉଇକିଅଭିଧାନ‌ରୁ

ଦୁରାଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ଆ+ଦୃ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଦୁଶ୍ଚିନ୍ତନୀୟ — ୧. Difficult to comprehend.
୨. ଯାହାର ଧାରଣ କରିବା କଷ୍ଟକର — ୨. Difficult to hold.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମହାଦେବ —God Ṡiba.