ଦୁରାନ୍ତର
ଦୂରତା; ଦୁରତ୍ୱ — Distance.
କେତେ ଦୁରାନ୍ତର ଛଡ଼ା ଛାଡ଼ିଅଛ ତହିଁ ପ୍ରାଚୀ, ବ୍ରହ୍ମନୀରୁପଣ ଗୀତ
ଦୁରସ୍ଥିତ; ଦୁରରେ ଥିବା —Distant; situate at a distance.
ଏତେ ବିଚାରି ବେନିଜନ, ଗଲେ ସେ ଦୁରାନ୍ତର ବନ ପ୍ରାଚୀ. ନଳଚରିତ