ଦୁରାପ
ଦେଖଣା
ଦୁରାପ
ଉଚ୍ଚାରଣ
[ସମ୍ପାଦନା](ଦୁରାପା—ସ୍ତ୍ରୀ)
(ଦୁରାପତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ କ୍ଳୀ—(ଦୁର୍+ଆପ୍. ଧାତୁ=ପାଇବା+ କର୍ମ. ଅ)
[ସମ୍ପାଦନା]ଦୁଷ୍ପ୍ରାପ୍ୟ —Obtainable with great difficulty.
ପିବନ୍ତି ଚକ୍ଷୁହାରେ ରୂପ ଅଜ୍ଞାନ ଜନଙ୍କୁ ଦୁରାପ ଜଗନ୍ନାଥ. ଭାଗବତ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୁଃଖ; କଷ୍ଟ —Trouble.
ସେ ସର୍ବେ ମୋହର ତ୍ରିତାପ ଦର୍ଶନେ ହରିବେ ଦୁରାପ ଜଗନ୍ନାଥ. ଭାଗବତ