ଦୁରାରୁହ
ଦେଖଣା
ଦୁରାରୁହ
ଉଚ୍ଚାରଣ
[ସମ୍ପାଦନା](ଦୁରାରୁହା—ସ୍ତ୍ରୀ)
(ଦୁରାରୁହତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରିହି; ଦୁର୍=କଷ୍ଟରେ+ଆ+ରୁହ୍ ଧାତୁ+ଅ)
[ସମ୍ପାଦନା]ଯାହା ଉପରେ ସହଜରେ ଚଢ଼ି ହୁଏ ନାହିଁ —Which can be climbed or ridden with great difficulty.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନଡ଼ିଆଗଛ (ହିନ୍ଦୀ - ଶବ୍ଦସାଗର) —୧. Cocoanut tree.
- ୨. ବେଲ ଗଛ (ହିନ୍ଦୀ - ଶବ୍ଦସାଗର) —୨. The Bel tree; Aegle Marmelos.