ଦୁରାରୋହ
ଦେଖଣା
ଦୁରାରୋହ
ଉଚ୍ଚାରଣ
[ସମ୍ପାଦନା](ଦୁରାରୋହୀ—ସ୍ତ୍ରୀ)
(ଦୁରାରୋହୀତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରିହି; ଦୁର୍+ଆରୋହ)
[ସମ୍ପାଦନା]- ୧. ଯାହା, ଉପରେ ଅତି କଷ୍ଟରେ ଆରେହଣ କରାଯାଇପାରେ — ୧. Hard or difficult to climb; in surmountable; inaccessible.
- ୨. ଅତି ଉଚ୍ଚ ଓ ଢାଲୁଆ —୨. Very high and steep.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତାଳଗଛ (ହିନ୍ଦୀ - ଶବ୍ଦସାଗର) —Palm tree.