Jump to content

ଦୁରାଲାପୀ

ଉଇକିଅଭିଧାନ‌ରୁ

ଦୁରାଲାପୀ

ଉଚ୍ଚାରଣ

[ସମ୍ପାଦନା]
(ଦୁରାଳାପିନୀ—ସ୍ତ୍ରୀ) 

(ଦୁରାଲାପୁତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ଦୁର୍+ଆଳାପ+ଇନ୍; ୧ ମା.୧ବ)

[ସମ୍ପାଦନା]
୧. କଟୁଭାଷୀ —୧. Speaking harsh words.
୨. ଯାହାକଷ୍ଟରେ ଆଳାପ କରାଯାଏ — ୨. Difficult to sing or to be brought to tune.