Jump to content

ଦୁରାଳାପ

ଉଇକିଅଭିଧାନ‌ରୁ

ଦୁରାଳାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ଆଳାପ=ବାକ୍ୟ)

[ସମ୍ପାଦନା]
୧. ଦୁଷ୍ଟ ବାକ୍ୟ —୧. Evil talk.
୨. କୁବାକ୍ୟ; ଗାଳି —୨. Abuse; ill names; harsh words; scurrillous language.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଦୁରାଳାପୀ (ଦେଖ) - —Durāḻāpī (See)