Jump to content

ଦୁରାଶୟ

ଉଇକିଅଭିଧାନ‌ରୁ

ଦୁରାଶୟ

ଉଚ୍ଚାରଣ

[ସମ୍ପାଦନା]
(ଦୁରାଶୟୀ—ସ୍ତ୍ରୀ) 

(ଦୁରାଶୟତା—ବି)

  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁଚ୍+ଆଶୟ)

[ସମ୍ପାଦନା]
୧. ମନ୍ଦ ଉଦ୍ୟେଶ୍ୟ; ଦୁରଭିସନ୍ଧି — ୧. Evil intensions.
୨. ଦୁରାକାଂକ୍ଷା —୨. Ambition.

ବିଶେଷଣ -

[ସମ୍ପାଦନା]

ଯାହାର ଉଦେଶ୍ୟ ମନ୍ଦ; ଦୁଷ୍ଟ ଅଭିଳାଷ ଯୁକ୍ତ —Evil-intensioned.