Jump to content

ଦୁରାଶୟୀ

ଉଇକିଅଭିଧାନ‌ରୁ

ଦୁରାଶୟୀ

ଉଚ୍ଚାରଣ

[ସମ୍ପାଦନା]
(ଦୁରାଶୟିନୀ—ସ୍ତ୍ରୀ) 

(ଦୁରାଶୟୀତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁର+ଆଶୟ+ଇନ୍. ୧ମା. ୧ବ)

[ସମ୍ପାଦନା]
୧. କୁ ଅଭିଳାଷୀ—ଦୁରଭିସନ୍ଧୀ ବିଶିଷ୍ଟ — ୧. Evil minded; evil intensioned; malicious.


୨. ଦୁରାକାଂକ୍ଷୀ —୨. Ambitious.