ଦୁରାସଦ
ଦେଖଣା
ଦୁରାସଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦୁର୍+ଆ+ସଦ୍ ଧାତୁ=ପାଇବା; ସହିବା+ କର୍ମ. ଅ)
[ସମ୍ପାଦନା]- ୧. ଦୁଷ୍ପ୍ରାପ୍ୟ; ଦୁର୍ଲଭ — ୧. Difficult of attainment.
- ୨. ଦୁଃସହ —୨. Insufferable.
- ୩. ଦୁର୍ଦ୍ଧର୍ଷ —୩. Indomitable; unruly.
- ୪. ଦୁଷ୍ଟ —୪. Wicked.
- ୫. ଦୁଃସାଧ୍ୟ —୫. Performable with difficulty.