Jump to content

ଦୁରାୟ

ଉଇକିଅଭିଧାନ‌ରୁ

ଦୁରାୟ

ଉଚ୍ଚାରଣ

[ସମ୍ପାଦନା]
(ଦୁରାୟା—ସ୍ତ୍ରୀ) 

(ଦୁରାୟତା—ବି)

ସଂସ୍କୃତ - ବିଶେଷଣ - (ଦୁର୍+ଇ ଧାତୁ+କର୍ମ. ଅ)

[ସମ୍ପାଦନା]

ଦୁର୍ଲଭ; ଦୁଷ୍ପ୍ରାପ୍ୟ — Attainable with great difficulty.