Jump to content

ଦୁରିତ

ଉଇକିଅଭିଧାନ‌ରୁ

ଦୁରିତ

ଉଚ୍ଚାରଣ

[ସମ୍ପାଦନା]
(ଦୁରିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ଦୁର୍=ନିନ୍ଦା+ଇ. ଧାତୁ=ଗମନ କରିବା, ପାଇବା +କର୍ତ୍ତୃ. ତ)

[ସମ୍ପାଦନା]
୧. ଦୁଷ୍କୃତ; ପାପ — ୧. Sin; evil deed.
୨. ଦୁର୍ଗତି; ଅମଙ୍ଗଳ; ଅନିଷ୍ଟ — ୨. Disaster; evil.
୩. ଦୁର୍ଦ୍ଦଶା —୩. Misfortune; ill luck.

ବିଶେଷଣ -

[ସମ୍ପାଦନା]
୧. ପାପିଷ୍ଠ —୧. Sinful.
୨. ଦୁଷ୍ଟ; ମନ୍ଦ —୨. Evil; wicked.

ଏ ପଥେ ଅତିହିଁ ଦୁରିତ ପ୍ରାଣୀ ଗୋବିନ୍ଦେ ପୁରାତନ—ଭୂପତି. ପ୍ରେମପଞ୍ଚାମୃତ