Jump to content

ଦୁରିତ ନାଶନ

ଉଇକିଅଭିଧାନ‌ରୁ

ଦୁରିତ ନାଶନ

ଉଚ୍ଚାରଣ

[ସମ୍ପାଦନା]
(ଦୁରିତ ନାଶନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୁରିତ+ନଶ୍ ଧାତୁ+ କର୍ତ୍ତୃ. ଅନ)

[ସମ୍ପାଦନା]

ଯେ ବା ଯାହା ପାପ ନାଶ କରେ —That which or the who destroys sin or evil.