Jump to content

ଦୁରିଷ୍ଟ

ଉଇକିଅଭିଧାନ‌ରୁ

ଦୁରିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୁର+ଇଷ୍ଟ=ଯଜ୍ଞ)

[ସମ୍ପାଦନା]
୧. କୁତ୍ସିତ ଯଜ୍ଞ; ଅଭି— ଚାରାର୍ଥ ଯାଗ —୧. Rituals performed for injuring others.
୨. ଦୁରିତ; ପାପ —୨. Sin.