Jump to content

ଦୁରୁଚାର

ଉଇକିଅଭିଧାନ‌ରୁ

ଦୁରୁଚାର

ଉଚ୍ଚାରଣ

[ସମ୍ପାଦନା]

(ଦୁରୁଚ୍ଚାର୍ଯ୍ୟ—ଅନ୍ୟରୁପ)

ଦୁରୁଚାରତା, ଦୁରୁଚାର୍ଯ୍ୟତାବି

ସଂସ୍କୃତ - ବିଶେଷଣ - (ବହୁବ୍ରିହି; ଦୁର୍=ମନ୍ଦ, ଉଚ୍ଚାର=ଉଚ୍ଚାରଣ)

[ସମ୍ପାଦନା]
୧. ଅଶ୍ଲୀଳ —୧. Obscene; vulgar.
୨. ଦୁର୍ବାକ୍ୟଯୁକ୍ତ —୨. Abusive.
୩. ଯାହା କଷ୍ଟରେ ଉଚ୍ଚାରଣ କରାଯାଏ —୩. Unutterable; difficult to pronounce.