Jump to content

ଦୁରୁଚ୍ଛେଦ୍ୟ

ଉଇକିଅଭିଧାନ‌ରୁ

ଦୁରୁଚ୍ଛେଦ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଦୁରୁଚ୍ଛେଦ୍ୟତା—ବି)

ସଂସ୍କୃତ - ବିଣ—(ଦୁର୍+ଉଚ୍ଛେଦ୍ୟ)

[ସମ୍ପାଦନା]
୧. ଯାହାର ସହଜରେ ଉଚ୍ଛେଦ ସାଧନ କରାଯାଇ ନ ପାରେ; ଯାହା କଷ୍ଟରେ ଅପସାରିତ ବା ଉନ୍ମୁଳିତ କରାଯାଏ —୧. Not easily eradicable; which is difficult to eradicate.
୨. ଦୁରପନେୟ —୨. Irremoveable.