ଦୁରୁତ୍ତର
ଦେଖଣା
ଦୁରୁତ୍ତର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୁର୍+ଉତ୍ତର)
[ସମ୍ପାଦନା]- ୧. ଅସତ୍ ଉତ୍ତର — ୧. Bad answer.
- ୨. ଅନୁପଯୁକ୍ତ ଉତ୍ତର — ୨. Improper or unsuitable reply.
ବିଣ—(ଦୁର୍+ଉତ୍+ତୃ ଧାତୁ+ଅ)
[ସମ୍ପାଦନା]- ୧. ଯାହା ପାର ହେବା କଠିନ; ଦୁସ୍ତର —୧. Insurmountable; difficult to pass over.
- ୨. (ଦୁର୍+ଉତ୍ତର) ଯାହାର ଉତ୍ତର ଦେବା କଠିନ — ୨. Difficult to answer.