Jump to content

ଦୁରୁନୟ

ଉଇକିଅଭିଧାନ‌ରୁ

ଦୁରୁନୟ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ)ବିଶେଷଣ - (ସଂସ୍କୃତ - ଦୁର୍ଣ୍ଣୟ)

[ସମ୍ପାଦନା]
୧. ବିଷମ; କଠିନ; ଜଟିଳ — ୧. Hard; complex; complicated.

ବୁଝାଇ କହିଲେ ଭେଦ ମହା ଦୁରୁନଏ ପ୍ରାଚୀ. ବ୍ରହ୍ମନୀରୁପଣ ଗୀତ

୨. ଭୟଙ୍କର —୨. Fierce.