Jump to content

ଦୁରୁବ୍ଦହ

ଉଇକିଅଭିଧାନ‌ରୁ

ଦୁରୁବ୍ଦହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ଉତ୍+ବହ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଯାହା ବହନ କରିବା କଷ୍ଟକର — ୧. Difficult to carry or sustain.
୨. ଦୁଃସହ; ଅସହ୍ୟ —୨. Unbearable.