Jump to content

ଦୁରୁହ

ଉଇକିଅଭିଧାନ‌ରୁ

ଦୁରୁହ

ଉଚ୍ଚାରଣ

[ସମ୍ପାଦନା]

ଦୁରୂହତା, ଦୁରୂହତ୍ୱ—ବି

ସଂସ୍କୃତ - ବିଶେଷଣ - (ଦୁର୍+ଊହ ଧାତୁ=ତର୍କ କରିବା+କର୍ମ. ଅ)

[ସମ୍ପାଦନା]
୧. ଦୁର୍ବୋଧ୍ୟ —୧. Difficult to understand. abstruse; hard to comprehend.
୨. ଦୁଃସାଧ୍ୟ; କଷ୍ଟକର; କଠିନ — ୨. Dificult to accomplishment or attainment.
୩. ଦୁର୍ବହ —୩. Unbearable.
୪. ଦୁରଧିଗମ୍ୟ —୪. Inaccessible.