Jump to content

ଦୁର୍ଗତ

ଉଇକିଅଭିଧାନ‌ରୁ

ଦୁର୍ଗତ

ଉଚ୍ଚାରଣ

[ସମ୍ପାଦନା]
(ଦୁର୍ଗତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦୁର+ଗମ୍. ଧାତୁ କର୍ତ୍ତୃ. ତ)

[ସମ୍ପାଦନା]
୧. ବିପଦସ୍ତ; ଦୁରବସ୍ଥାଗ୍ରସ୍ଥ — ୧. Stricken with calamity; overtaken by danger.
୨. ଅତି ଦରିଦ୍ର — ୨. Very poor; poverty-stricken.
୩. ଦୁଃଖୀ —୩. Suffering; distressed.