ଦୁର୍ଗତି ନାଶନ
ଦେଖଣା
ଦୁର୍ଗତି ନାଶନ
ଉଚ୍ଚାରଣ
[ସମ୍ପାଦନା](ଦୁର୍ଗତିନାଶନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦୁର୍ଗତି—ଦୁଃଖ+ନାଶନ=ନାଶକାରୀ)
[ସମ୍ପାଦନା]- ୧. ଯେ ଦୁର୍ଗତି ବା ପାପକୁ ନାଶକରେ — ୧. saviour one who eradicate sin.
- ୨. ଯେ ଦୁର୍ଦ୍ଦଶା ସଲୋପ କରେ — ୨. One who destroys adversity.
- ୩. ଯେ ଦୁର୍ଦ୍ଦଶାକୁ ମିବାରଣ କରେ — ୩. Preventing evil.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁର୍ଗତିର ବିନାଶ କରଣ — Eradication of one's miseries.