ଦୁର୍ଗନ୍ଧ
ଦେଖଣା
ଦୁର୍ଗନ୍ଧ
ଉଚ୍ଚାରଣ
[ସମ୍ପାଦନା](ଦୁର୍ଗନ୍ଧତା—ବି)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ଗନ୍ଧ)
[ସମ୍ପାଦନା]- ୧. ବଦ୍ୱୋଇ; ମନ୍ଦ ଗନ୍ଧ; ପୂତିଗନ୍ଧ — ୧. Offensive smell; bad odour.
- ୨. ସୌବର୍ଚ୍ଚ ଲବଣ (ପ୍ରକୃତିବାଦ) — ୨. A kind of salt.
- ୩. କଳାଲୁଣ (ହିନ୍ଦୀ - ଶବ୍ଦସାଗର) —୩. Black salt.
- ୪. ଆମ୍ୱଗଛ (ହ. ଶବ୍ଦସାଗର) —୪. Mango tree.
- ୫. ପିଆଜ (ହିନ୍ଦୀ - ଶବ୍ଦସାଗର) —୫. Onion.
ବିଶେଷଣ - (ବହୁବ୍ରୀହ)
[ସମ୍ପାଦନା]ଦର୍ଗନ୍ଧମୟ (ଦେଖ) - Durgandhamaya (See)