Jump to content

ଦୁର୍ଗନ୍ଧମୟ

ଉଇକିଅଭିଧାନ‌ରୁ

ଦୁର୍ଗନ୍ଧମୟ

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ଗନ୍ଧଯୁକ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଦୁର୍ଗନ୍ଧ+ଯୁକ୍ତାର୍ଥେ ମୟ)

[ସମ୍ପାଦନା]
୧. ମନ୍ଦଗନ୍ଧଯୁକ୍ତ; ଯାହା ଗନ୍ଧାଏ —୧. Bad smelling; of offensive odour.
୨. ପୂତିଗନ୍ଧଯୁକ୍ତ —୨. Foetid; stinking.