Jump to content

ଦୁର୍ଗରକ୍ଷକ

ଉଇକିଅଭିଧାନ‌ରୁ

ଦୁର୍ଗରକ୍ଷକ

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ଗରକ୍ଷୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦୁର୍ଗ+ରକ୍ଷକ)

[ସମ୍ପାଦନା]

ଯେଉଁ ସେନାପତି ଦୁର୍ଗ ରକ୍ଷା କରନ୍ତି; କିଲ୍ଲାଦାର —୧. The governor or keeper ofa fort.

୨. ଦୁର୍ଗର ଜଗୁଆଳ ସେନା — ୨. The troop or aentries keeping watch in a fort.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଦୁର୍ଗର ଜଗୁଆଳ —Watching over a fort