Jump to content

ଦୁର୍ଗୁଣ

ଉଇକିଅଭିଧାନ‌ରୁ

ଦୁର୍ଗୁଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର+ଗୁଣ)

[ସମ୍ପାଦନା]

ମନ୍ଦଗୁଣ — Bad quality.

ଏହାଠାରେ ଘର କରିଅଛି ଦୁର୍ଗୁଣ କୃଷ୍ଣସିଂହ. ମହାଭାରତ ଆଦି

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସାମାନ୍ୟ କଥାରେ ଅଭିମାନ — ୧. Taking of offence at slight things.
୨. ଅବିଗୁଣ; ଅତିଷ୍ଟ —୨. Injury.