Jump to content

ଦୁର୍ଗୁଣିଆ

ଉଇକିଅଭିଧାନ‌ରୁ

ଦୁର୍ଗୁଣିଆ

ଉଚ୍ଚାରଣ

[ସମ୍ପାଦନା]
[ଦୁର୍ଗୁଣଣେଈ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]
୧. ମନ୍ଦଗୁଣଯୁକ୍ତ — ୧. Having bad qualities.
୨. ଯେଉଁ ଲୋକ ସାମାନ୍ୟ କଥାରେ ଅଭିମାନ କରେ; ଅବିଗୁଣିଆ —୨. Prone to take offence at slight things.
୩. ଯେ ଭଲ କଥାକୁ ମନ୍ଦ ବୁଝେ — ୩. Prone to misunderstand things.
୪. ଯାହା ଅନିଷ୍ଟ ଘଟାଏ; ଅନିଷ୍ଟକର — ୪. Injurious.
୫. ଯାହାକୁ ଦୁଇଗୁଣ କରା ଯାଇଛି —୫. Doubled.