Jump to content

ଦୁର୍ଗୁଣ ବିଚାରିବା

ଉଇକିଅଭିଧାନ‌ରୁ

ଦୁର୍ଗୁଣ ବିଚାରିବା

ଉଚ୍ଚାରଣ

[ସମ୍ପାଦନା]

(ଦୁର୍ଗୁଣର ବୁଝିବା, ଦୁର୍ଗୁଣନେବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]
୧. ଅଭିମାନ କରିବା — ୧. To take offence.
୨. ଭଲ କଥାକୁ ମନ୍ଦ ବୁଝିବା —୨. To misunderstand.