Jump to content

ଦୁର୍ଗ୍ରହ

ଉଇକିଅଭିଧାନ‌ରୁ

ଦୁର୍ଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା; ଦୁର୍=ମଦ+ଗ୍ରହ)— କୁଗ୍ରହ; ମନ୍ଦଗ୍ରହ —୧. Evil stars.
୨. (ଦୁର+ଗ୍ରହ ଧାତୁ+କର୍ମ ଅ) ଅପମାର୍ଗ (ଦେଖ) - ୨. Apāmārga (See)
(ଦୁର୍ଗ୍ରହା—ସ୍ତ୍ରୀ) 

(ଦୁର୍ଗ୍ରହତା—ବି)

ବିଶେଷଣ - (ଦୁର୍+ଗ୍ରହ୍ ଧାତୁ+କର୍ମ ଅ)

[ସମ୍ପାଦନା]
୧. ଯାହା ଅତି କଷ୍ଟରେ ଗ୍ରହଣ କରାଯାଇ ପାରେ — ୧. Not easy to be seized; which can be taken withb difficulty.
୨. ଦୂର୍ଜ୍ଞେୟ; ଦୁର୍ବୋଧ୍ୟ —୨. Difficult to understand; incomprehensible.
୩. ଦୁରଧିଗମ୍ୟ —୩. Difficult of attainment.