ଦୁର୍ଘୋଷ
ଦେଖଣା
ଦୁର୍ଘୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର+ଘୋଷ)
[ସମ୍ପାଦନା]- ୧. କୁତ୍ସିତ ବା ଅତିକଟୁ ଶବ୍ଦ; କର୍କଶ ରବ — ୧. A disagreeable sound; harsh sound.
- ୨. ଗର୍ଜନ —୨. Roar.
- ୩. (ବହୁବ୍ରୀହି) ଭାଲୁ —୩. A bear.
ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. କର୍କଶ ରବ ବିଶିଷ୍ଟ — ୧. Having a jarring or harsh sound; harsh sounding; uttering a harsh cry.
- ୨. ଉଚ୍ଚ ଗର୍ଜନକାରୀ —୨. Roaring; bellowing.