Jump to content

ଦୁର୍ଜ୍ଜୀବ

ଉଇକିଅଭିଧାନ‌ରୁ

ଦୁର୍ଜ୍ଜୀବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୁର୍+ଜୀବ ବା ଜୀବନୋପାୟ ଯାହାର; ବହୁବ୍ରୀହ)

[ସମ୍ପାଦନା]

ପରାନ୍ନ ଭୋଜନାଦଦ୍ୱାରା ଯାହାର ଜୀବିକା ନିର୍ବାହିତ ହିଏ —A person who lives on the bounty of or food given by others.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନିନ୍ଦିତ ଜୀବନ —୧. Blameworthy life.
୨. ମନ୍ଦ ଜୀବ —୨. Evil animal.