ଦୁର୍ଜ୍ଜୟ ମାନ
ଯେଉଁ ଅଭିମାନକୁ ସହଜରେ ଶାନ୍ତ କରା ଯାଇ ପାରେ —Oversensitiveness; sullenness which it is very difficult to propitiate.
(ଯଥା—ଶ୍ରୀକୃଷ୍ଣ ରାଧାଙ୍କର ଦୁର୍ଜ୍ଜୟ ମାନ ଭାଙ୍ଗିବାକୁ ବହୁ ଚେଷ୍ଟା କରିଥିଲେ)