Jump to content

ଦୁର୍ଜ୍ଞେୟ

ଉଇକିଅଭିଧାନ‌ରୁ

ଦୁର୍ଜ୍ଞେୟ

ଉଚ୍ଚାରଣ

[ସମ୍ପାଦନା]
(ଦୁର୍ଜ୍ଞେୟା—ସ୍ତ୍ରୀ) 

(ଦୁର୍ଜ୍ଞେୟତା—ବି)

ସଂସ୍କୃତ - ବିଶେଷଣ -(ଦୁର୍+ଜ୍ଞେୟ)

[ସମ୍ପାଦନା]
୧. ଯାହା ଜାଣିବା କଷ୍ଟକର ୧. Difficult to be known.
୨. ଯାହା ସହଜରେ ବୁଝି ହୁଏ ନାହିଁ; ଦୁର୍ବୋଧ୍ୟ —୨. Abstruse.