Jump to content

ଦୁର୍ଣ୍ଣୟ

ଉଇକିଅଭିଧାନ‌ରୁ

ଦୁର୍ଣ୍ଣୟ

ଉଚ୍ଚାରଣ

[ସମ୍ପାଦନା]

(ଦୁନୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦୁର୍+ନୟ=ନୀତି)

[ସମ୍ପାଦନା]
୧. ଦୁଷ୍ଟ ନୀତି — ୧. Bad policy.
୨. କୁନୀତି —୨. Bad morals.
୩. ମନ୍ଦ ଆଚରଣ — ୩. Bad behaviour; evel conduct.
୪. ଅନିଷ୍ଟ, ଗୋଳମାଳ — ୪. Row; wicked acts; wicked conduct.
୫. ଅନ୍ୟାୟ —୫. Injustice.
୬. ଦୁର୍ଦ୍ଦଶା —୬. Ill luck; misfortune.

ବିଶେଷଣ - (ବହୁବ୍ରୀହ)

[ସମ୍ପାଦନା]
୧. କୁନୀତିପୂର୍ଣ୍ଣ — ୧. Of evil character; immoral.
୨. ମନ୍ଦାଚରଣବିଶିଷ୍ଟ —୨. Of bad conduct.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଦୁର୍ଗମ; ଘୋର —୧. Fieree.

(ଯଥା—ନଈର ଏଥର ଦୂର୍ଣ୍ଣୟ ବଢ଼ି ହୋଇଅଛି)

୨. ଅସାଧ୍ୟ —୨. Impracticable.
୩. ଅତିରେକ —୩. Excessive.

(ଯଥା—୩ଦିନ ହେଲା ଦୂର୍ଣ୍ଣୟ ବର୍ଷା ହେଉଅଛି)

୪. ମାରାତ୍ମକ; ପ୍ରାଣାନ୍ତକ —୪. Fatal; mortal.

(ଯଥା—ତା ଚୋର ଅତି ଘୂର୍ଣ୍ଣୟ ହୋଇ ଉଠିଲା)

୫. ଅସହ୍ୟ —୫. Unbearable.

(ଯଥା—ତାର ଦୁର୍ଣ୍ଣୟ ଗାଳି ମୁଁ ଆଉ ସହି ପାରିବି ନାହିଁ)

୬. ବିଷମ; କଠିନ; ଜଟିଳ — ୬. Hard; complicated.

ବିଶେଷ୍ୟ -

[ସମ୍ପାଦନା]

ଦୁର୍ଦ୍ଦିନ —Cloudy day.