Jump to content

ଦୁର୍ଦ୍ଦମ

ଉଇକିଅଭିଧାନ‌ରୁ

ଦୁର୍ଦ୍ଦମ

ଉଚ୍ଚାରଣ

[ସମ୍ପାଦନା]
(ଦୁର୍ଦ୍ଦମା—ସ୍ତ୍ରୀ) 

(ଦୁର୍ଦ୍ଦମତା—ବି)

(ଦୁର୍ଦମ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ଦୁର୍+ଦମ୍ ଧାତୁ କର୍ମ+ଅ)

[ସମ୍ପାଦନା]
୧. ଅସାଧ୍ୟ — ୧. Hard to control.
୨. ଦୁରନ୍ତ —୨. Irresistible.
୩. ଯାହାକୁ ସହଜରେ ଦମନ ବା ବଶୀଭୂତ କରା ଯାଇ ନ ପାରେ —୩. Inpplacable; indomitable; invincible.
୪. ଅଶାସ୍ୟ; ଦୁଃଶାସନ —୪. Untameable; uncontrollable; hard to control.
୫. ୍+ଧୃ ଧାତୁ+କର୍ମ. ଅ) ===
୧. ଯାହା ଧରି ରଖିବା କଷ୍ଟକର —୧. Difficult to hold.
୨. ଦୁଃସହ; ଅସହ୍ୟ —୨. Unberable.
୩. ଦୁର୍ଗମ —୩. Impassable.
୪. ଦୁର୍ଦ୍ଦାନ୍ତ —୪. Wicked.
୫. ଦୁର୍ଦ୍ଦମ୍ୟ —୫. Indomitable; uncontrollable; unassailable.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିନ୍ଦୁ ପୁରାଣୋକ୍ତ ୬୪: ନରକର ଏକତମ; ନରକ ବିଶେଷ —୧. Name of one of the ୬୪ hells described in the Purāṇas.

୨. ପାରଦ —୨. Quick-silver.
୩. ଭଲ୍ଲାତକ; ଭାଲିଆ —୩. The marking nut; Semicarpus Anacardium.
୪. ମହିଷସୁରର ସେନାପତି; ରାକ୍ଷାସବିଶେଷ — ୪. Name of a general under the demon Mahishhāsura.