Jump to content

ଦୁର୍ଦ୍ଦଶ

ଉଇକିଅଭିଧାନ‌ରୁ

ଦୁର୍ଦ୍ଦଶ

ଉଚ୍ଚାରଣ

[ସମ୍ପାଦନା]
(ଦୁର୍ଦ୍ଦର୍ଶା—ସ୍ତ୍ରୀ) 

(ଦୁର୍ଦ୍ଦର୍ଶତା—ବି)

ଦୁର୍ଦର୍ଶ, ଦୁର୍ଦ୍ଦର୍ଶନଅନ୍ୟରୁପ

ସଂସ୍କୃତ - ବିଶେଷଣ - (ଦୁର୍+ଦୃଶ୍ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଯାହାକୁ ସହଜରେ ଚାହିଁ ହୁଏ ନାହିଁ (ଯଥା. ସୂର୍ଯ୍ୟ) — ୧. Difficult to be looked at
୨. ଭୟଙ୍କର ରୂପବିଶିଷ୍ଟ —୨. Frightful to look at.