Jump to content

ଦୁର୍ଦ୍ଦଶା

ଉଇକିଅଭିଧାନ‌ରୁ

ଦୁର୍ଦ୍ଦଶା

ଉଚ୍ଚାରଣ

[ସମ୍ପାଦନା]

(ସୁଦଶା—ବିପରୀତ)

(ଦୁର୍ଦ୍ଦଶା—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୂର୍+ଦଶା)

[ସମ୍ପାଦନା]
୧. ଦୁରବସ୍ଥା — ୧. Miserable plight; misery; distress.
୨. ଦୁର୍ଭାଗ୍ୟ —୨. Misfortune; adversity; hard lot; calamity.

[ଦ୍ରଷ୍ଟବ୍ୟ —ଏଥିରୁ ଦୁର୍ଦଶାଗ୍ରସ୍ଥ, ଦୁର୍ଦ୍ଦଶାକ୍ରାନ୍ତ, ଦୁର୍ଦ୍ଦଶାଭିଭୂତ ଆଦି ଶବ୍ଦ ନିଷ୍ପନ୍ନ ହୁଏ]