Jump to content

ଦୁର୍ଦ୍ଦାନ୍ତ

ଉଇକିଅଭିଧାନ‌ରୁ

ଦୁର୍ଦ୍ଦାନ୍ତ

ଉଚ୍ଚାରଣ

[ସମ୍ପାଦନା]
ଦୁର୍ଦ୍ଦାନ୍ତା—ସ୍ତ୍ରୀ 

ଦୁର୍ଦ୍ଦାନ୍ତତା—ବି

(ଦୁର୍ଦ୍ଦନ୍ତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - (ଦୁର୍+ଦମ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦୁର୍ଦ୍ଦମ (ଦେଖ) - Durddama (See)
୨. ଅଶାନ୍ତ —୨. Unsatiated.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କଳହ—(ପ୍ରକୃତିବାଦ) —Quarrel.
୨. ଶିବ (ପ୍ରକୃତିବାଦ) —୩. Day and night.
୩. ଦିନରାତି (ପ୍ରକୃତିବାଦ) —୩. Day abd night.
୪. ଅଣ୍ଡିରା ବାଛୁରୀ—(ହିନ୍ଦୀ - ଶବ୍ଦସାଗର) —A male calf.