ଦୁର୍ଦ୍ଦିନ
ଦେଖଣା
ଦୁର୍ଦ୍ଦିନ
ଉଚ୍ଚାରଣ
[ସମ୍ପାଦନା](ସୁଦିନ—ବିପରୀତ)
(ଦୁର୍ଦିନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୁର୍+ ଦିନ)
[ସମ୍ପାଦନା]- ୧. ମେଘାଚ୍ଛନ୍ନ୍ ଦିବସ — ୧. Cloudy dayt; dull or rainy day.
- ୨. ମେଘୁଆପାଗୃ —୨. Cloudy weather.
- ୩. ବର୍ଷା ସମୟ —୩. Rainy weather.
- ୪. ଦୁଃସମୟ —୪. Time of misery; evil days.
- ୫. ବିପଦ ସମୟ —୫. Calamitous time.