ଦୁର୍ଦ୍ଦୁରୁଟ
ଦେଖଣା
ଦୁର୍ଦ୍ଦୁରୁଟ
ଉଚ୍ଚାରଣ
[ସମ୍ପାଦନା]ଦୁର୍ଦ୍ଦୁରୁହ, ଦୁର୍ଦ୍ଦରୁଟ, ଦୁର୍ଦ୍ଦରୁଟଅନ୍ୟରୂପ
(ଦୁର୍ଦ୍ଦୁରୁଟ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ନାସ୍ତିକ —୧. Atheistic.
- ୨. ଯେ ଦେବତା ଆଦି ମାନେ ନାହିଁ — ୧. Infidel.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଛାତ୍ର କେବଳ ଗୁରୁଜା ଉପଦେଶରେ ଚାଳିତ ନ ହୋଇ ତହିଁରେ ଗ୍ରହଣୀୟତାକୁ ନିଜର ବିବେକ ଶକ୍ତିଦ୍ୱାରା ବିଚାର କରେ (ପ୍ରକୃତିବାଦ) —A pupil who does not obey his tutor without exercising his own judgmant.